ଚାନ୍ଦବାଲି ମିଶନ ଶକ୍ତି ବିଭାଗରେ ଦୁର୍ନୀତି ଅଭିଯୋଗ: ବାରମ୍ବାର ଅଭିଯୋଗ ପରେ ଚାଲିଛି ତଦନ୍ତ

Advertisment
ଚାନ୍ଦବାଲି ମିଶନ ଶକ୍ତି ବିଭାଗରେ ଦୁର୍ନୀତି ଅଭିଯୋଗ: ବାରମ୍ବାର ଅଭିଯୋଗ ପରେ ଚାଲିଛି ତଦନ୍ତ

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମିଶନ ଶକ୍ତି ବିଭାଗରେ ଦୁର୍ନୀତି ଅଭିଯୋଗ । ବାରମ୍ବାର ଅଭିଯୋଗ ପରେ ମିଶନଶକ୍ତି ଦୁର୍ନୀତିର ତଦନ୍ତ ଚାଲିଛି । ତଦନ୍ତ ସମୟରେ ଅଭିଯୋଗକାରିଣୀଙ୍କୁ ହତ୍ୟା ଧମକ ଦିଆଯାଇଛି । ଚାନ୍ଦବାଲି ବ୍ଲକ ଫେଡେରସନ୍ ସଭାପତି ଜ୍ୟୋତ୍ସ୍ନାରାଣୀ ଘଡେଇ ଧମକ ଦେଇଥିବା ଅଭିଯୋଗ ହୋଇଛି । ତେବେ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe