କନକ ବ୍ୟୁରୋ : ବାର୍ ମାଲିକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବାର୍ ଗର୍ଲ । ବାର୍ ନାଁରେ କିପରି ସେକ୍ସ କାରବାର କରାଯାଉଛି, ତାର ଅଭିଯୋଗ ଆଣିଛନ୍ତି ବାରଗର୍ଲ ଜଣକ । ଏହାସହ ଗ୍ରାହକଙ୍କ ସହ ସମ୍ପର୍କ ନରଖିବାରୁ ସେମାନଙ୍କୁ ପାଉଣା ମିଳୁ ନଥିବା ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।
ସାଂଘାତିକ ଅଭିଯୋଗ ଆଣିଲେ ବାରଗାର୍ଲ : କହିଲେ, ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କରାଯାଉଛି ବାଧ୍ୟ
/kanak/media/post_attachments/wp-content/uploads/2023/10/8-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)