କନକ ବ୍ୟୁରୋ : ଆଜି ବିଶ୍ୱ ଅର୍ନ୍ତଜାତୀୟ ଯୋଗ ଦିବସ । ୯ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଆୟୋଜନ କରାଯାଉଛି । ଜଳ, ସ୍ଥଳ, ଆକାଶ ସବୁଠୁ ଭଳିକି ଭଳି ଅନ୍ଦାଜରେ ଯୋଗମୁଦ୍ରା ଦେଖିବାକୁ ମିଳିଛି । ଭାରତୀୟ ଯବାନ, ରାଜନେତା, ନେତା ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ କରିଛନ୍ତି । ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ବସୁଧୈବ କୁଟୁମ୍ବକମ୍’

Advertisment