'ସମସ୍ତଙ୍କର ନିଜର ଘର ହେବ': ପିଏମ୍ ଆବାସ ଯୋଜନାକୁ ନେଇ ବଜେଟରେ ବଡ ଘୋଷଣା

Advertisment
'ସମସ୍ତଙ୍କର ନିଜର ଘର ହେବ': ପିଏମ୍ ଆବାସ ଯୋଜନାକୁ ନେଇ ବଜେଟରେ ବଡ ଘୋଷଣା

କନକ ବ୍ୟୁରୋ: ଭବିଷ୍ୟତରେ ପ୍ରତି ଲୋକଙ୍କର ନିଜର ଘର ହେବ । ପିିଏମ୍ ଆବାସ୍ ଯୋଜନା ଅଧିନରେ ଉଚିତ ହିତାଧିକାରୀଙ୍କୁ ଘର ମିଳିବ । ଏଥିପାଇଁ ନିର୍ଦ୍ଦଷ୍ଟ ଅର୍ଥ ରାଶି ମଧ୍ୟ ଘୋଷଣା କରାଯାଇଛି ।

ପିଏମ ଯୋଜନା ଅଧିନରେ ପ୍ରତି ପରିବାରକୁ ବାସଗୃହ ଯୋଗାଇବାକୁ ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ । ପାହାଡିଆ ଅଞ୍ଚଳରେ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚଳିତ ବଜେଟ ରାଶିକୁ ପୂର୍ବାପେକ୍ଷା ୬୬ ପ୍ରତିଶତ ବଢାଇଦିଆଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ଯୋଜନାରେ ୭୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe