କନକ ବ୍ୟୁରୋ: କୋଭିଡ ଟିକା ଖୁବ ଶୀଘ୍ର ଆସିବା ନେଇ ସର୍ବଦଳୀୟ ବୈଠକରେ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବୈଠକରେ ଟୀକା ଓଡିଶା କେମିତି ଆଗ ପାଇବ ସେ ଉପରେ ଫୋକସ କରିଛି ବିଜେଡି । ଓଡିଶାକୁ ଅଗ୍ରାଧିକାର ଭିତିରେ ପ୍ରାଥମିକତା ଦେବା ସର୍ବଦଳୀୟ ବୈଠକରେ ଦାବି କରିଛି ବିଜେଡି । ଦଳ ଏଥିପାଇଁ ଦୁଇଟି ପ୍ରସ୍ତାବ ଦେଇଛି ।
ଜାତୀୟ ସ୍ତରରେ ଟୀକାକରଣ ପାଇଁ ଡାଟାବେସ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଏବଂ ଟୀକାକରଣ ପାଇଁ ଯେଉଁ ନିଷ୍ପତି ହୋଇଛି ସେହି ଅନୁସାରେ ଟୀକାକରଣକୁ ପ୍ରାଧାନ୍ୟ ଦିଆଯିବ । ବୈଠକରେ କୋଭିଡ ମୁକାବିଲା ନେଇ ଓଡିଶାର ଭୂମିକାକୁ ପ୍ରଂଶସା କରିଥଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟୀକା ପ୍ରଦାନକାରୀ ସଂସ୍ଥା ପରିଦର୍ଶନ କରି ଯାହା ଦେଖିଥିଲେ ସେ ନେଇ ସବୁ ଦଳକୁ ଅବଗତ କରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/36-1.jpg)