କନକ ବ୍ୟୁରୋ : ପ୍ରାଣୀ ଚକିତ୍ସକଙ୍କ ସମୁହ ଛୁଟି । ବଲାଙ୍ଗିର ଜିଲ୍ଲା ତଥା ରାଜ୍ୟର ସବୁ ପ୍ରାଣୀ ଚିକିତ୍ସକଙ୍କ ମିଳିତ କାର୍ଯ୍ୟ ବନ୍ଦ ଡାକରା ଦେବା ସହ ସମସ୍ତେ ଆନ୍ଦୋଳନରେ ବସିଛନ୍ତି । ଆଗରୁ ବହୁବାର ସେମାନେ ତାଙ୍କ ସଂଘ ତରଫରୁ ସରକାରଙ୍କୁ ୪ ଟି ଦାବୀ ଜଣାଇ ଅସୁଥିବା ବେଳେ ସରକାର ଶୁଣୁନାହାନ୍ତି । ଯାହାର ବିରୋଧ କରି ଧାରଣା ଦିଆଯାଇଛି । ସେପେଟ ଧାରଣା ଯୋଗୁ ଜୀବ ଜନ୍ତୁଙ୍କ ଚିକିତ୍ସା ସଠିକ୍ ଭାବେ ହୋଇପାରିନି ।
ସମୁହ ଛୁଟିରେ ପ୍ରାଣୀ ଚିକିତ୍ସକ । ୪ ଦଫା ଦାବି ନେଇ ଚାଲିଛି ଆନ୍ଦୋଳନ, ବଲାଙ୍ଗୀରରେ ପଶୁ ଡାକ୍ତରଙ୍କ ଧାରଣା
/kanak/media/post_attachments/wp-content/uploads/2024/01/3-29.jpg)