ଆନ୍ଦୋଳନରୁ ଓହରିଲା ଅଲ ଓଡିଶା ଅଟୋ ଚାଳକ ମହାସଂଘ

Advertisment
ଆନ୍ଦୋଳନରୁ ଓହରିଲା ଅଲ ଓଡିଶା ଅଟୋ ଚାଳକ ମହାସଂଘ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ :ଅଲ ଓଡିଶା ଅଟୋ ଚାଳକ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଛି । ଆନ୍ଦୋଳନ ସ୍ଥଗିତ ନେଇ ଅଟୋ ଚାଳକ ମହାସଂଘ ସୂଚନା ଦେଇଛନ୍ତି । ଅନଲାଇନରେ ଅଟୋ ସେବାକୁ ବିରୋଧ କରି ଆଜି ଅଟୋ ସେବା ବନ୍ଦ ରହିଥିଲା । ରାଜଧାନୀର ବିଭିନ୍ନ ଛକରେ ଅଟୋ ସଂଘ ପକ୍ଷରୁ ପିକେଟିଂ କରାଯାଇଥିଲା । ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲୋ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe