କନକ ବ୍ୟୁରୋ : ବିଧାୟକଙ୍କ ହେବ କରୋନା ଟେଷ୍ଟ । ଅଧିବେଶନର ଦୁଇଦିନ ପୂର୍ବରୁ ପରିସରରେ ହେବ ଆରଟିପିସିଆର ଟେଷ୍ଟ ।ଯେଉଁମାନଙ୍କର ନେଗେଟିଭ ଆସିବ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ବିଧାନସଭା ଆସିବା ସମୟରେ ଲକ୍ଷଣ ଦେଖାଦେଲେ ଆଂଟିଜେନ ଟେଷ୍ଟ ହେବ । ବିଧାନସଭା ପରିସରରେ ହିଁ ଅଧିବେଶନ ବସିବ ।
ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆସନର ଆୟୋଜନ କରାଯିବ । ଯେଉଁ ବିଧାୟକ ସଙ୍ଗରୋଧର ଆସିବେ ସେମାନେ ସଙ୍ଗରୋଧରେ ରହିବେ । କାହା ସହ ମିଶିବେନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/19-7.jpg)