କେଉଁ ତାରିଖରେ ଆପଣଙ୍କୁ ମିଳିବ ଭୋଟ ଦେବାର ସୁଯୋଗ । ଜାଣନ୍ତୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଥିବା ତାରିଖର ପୂରା ତାଲିକା

1,072

କନକ ବ୍ୟୁରୋ :  ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ  ମହାଲଢେଇ ପାଇଁ  ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ମୋଟ ୪ଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୧୧ରୁ ଏହାର ଆରମ୍ଭ ହେବ । ଓଡିଶାରେ ଦକ୍ଷିଣରୁ ନିର୍ବାଚନ ଆରମ୍ଭ ହୋଇ ଉତ୍ତରରେ ଶେଷ ହେବ । ଆଉ ଏହାସହ ଏଭିଏମରେ କଏଦ ହୋଇଯିବ ପ୍ରାର୍ଥୀଙ୍କ ଭାଗ୍ୟ । ଯାହା ମେ’ ୨୩ରେ ଖୋଲିବ ।

ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ (ଏପ୍ରିଲ ୧୧) (୪ଟି ଲୋକସଭା, ୨୮ଟି ବିଧାନସଭା)

( ଲୋକସଭା) କଳାହାଣ୍ଡି  : (ବିଧାନସଭା) ନୂଆପଡା, ଖରିଆର, ଲାଂଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା

(ଲୋକସଭା) ନବରଙ୍ଗପୁର : (ବିଧାନସଭା) ଉମରକୋଟ୍, ଝରିଗାଁ, ନବରଙ୍ଗପୁର, ଡାବୁଗାଁ , କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡା

(ଲୋକସଭା) ବ୍ରହ୍ମପୁର : (ବିଧାନସଭା) ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି

(ଲୋକସଭା) କୋରାପୁଟ : (ବିଧାନସଭା) ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗି

ଦ୍ୱିତୀୟ ପର୍ଯ୍ୟାୟ ମତଦାନ : (ଏପ୍ରିଲ ୧୮) (୫ ଲୋକସଭା, ୩୫ ବିଧାନସଭା)
(ଲୋକସଭା) ବରଗଡ : (ବିଧାନସଭା) ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର , ଝାରସୁଗୁଡା

(ଲୋକସଭା)ସୁନ୍ଦରଗଡ : (ବିଧାନସଭା) ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର, ବଣାଇଁ

(ଲୋକସଭା) ବଲାଙ୍ଗୀର : (ବିଧାନସଭା) ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିିଟିଲାଗଡ, କଣ୍ଟାବାଞ୍ଝି

(ଲୋକସଭା) କନ୍ଧମାଳ : (ବିଧାନସଭା) ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଂଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର

(ଲୋକସଭା) ଆସ୍କା : (ବିଧାନସଭା) ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ୍, ଆସ୍କା, ସୋରଡା, ସାନଖେମୁଣ୍ଡି , ହିଞ୍ଜିଳି

ତୃତୀୟ ପର୍ଯ୍ୟାୟ ମତଦାନ : (ଏପ୍ରିଲ ୨୩) (୬ଟି ଲୋକସଭା, ୪୨ ବିଧାନସଭା)

(ଲୋକସଭା) ସମ୍ବଲପୁର : (ବିଧାନସଭା) କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେଓଗଡ଼, ଛେଣ୍ଡିପଦା, ଆଠମଲ୍ଲିକ

(ଲୋକସଭା) କେନ୍ଦୁଝର : (ବିଧାନସଭା) ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ

(ଲୋକସଭା) ଢେଙ୍କାନାଳ: (ବିଧାନସଭା) ଢ଼େଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ

(ଲୋକସଭା) ପୁରୀ : (ବିଧାନସଭା) ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ

(ଲୋକସଭା) କଟକ : (ବିଧାନସଭା) ବଡମ୍ବା, ବାଙ୍କି, ଆଠଗଡ, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡା

(ଲୋକସଭା ) ଭୁବନେଶ୍ୱର : (ବିଧାନସଭା) ଜୟଦେବ, ଭୁବନେଶ୍ୱର ସେଂଟ୍ରାଲ(ମଧ୍ୟ), ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା

ଚତୁର୍ଥ ପର୍ଯ୍ୟାୟ ମତଦାନ : (ଏପ୍ରିଲ ୨୯) (୬ ଲୋକସଭା, ୪୨ ବିଧାନସଭା)

(ଲୋକସଭା) ମୟୂୁରଭଞ୍ଜ : (ବିଧାନସଭା) ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡା

(ଲୋକସଭା) ଯାଜପୁର : (ବିଧାନସଭା) ବିଂଝାରପୁର, ବରୀ, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା

(ଲୋକସଭା) କେନ୍ଦ୍ରାପଡା : (ବିଧାନସଭା) ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା

(ଲୋକସଭା) ଜଗତସିଂହପୁର : (ବିଧାନସଭା) ନିଆଳି, ପାରାଦୀପ, ତିର୍ତ୍ତୋଲ, ବାଲିକୁଦ-ଏରସମା, ଜଗତସିଂହପୁର, କାକଟପୁର, ନିମାପଡା

(ଲୋକସଭା) ବାଲେଶ୍ୱର : (ବିଧାନସଭା) ବଡସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି
(ଲୋକସଭା) ଭଦ୍ରକ: ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି