ଲଭ୍ ଗୁରୁ ଏସ୍ଆରକେ

Advertisment
ଲଭ୍ ଗୁରୁ ଏସ୍ଆରକେ

ଟିନ୍ ଏଜ ନାୟିକା ଆଲିଆ ଭଟ୍ଟଙ୍କ ସହ ରୋାମନ୍ସ କରିବେ କିଙ୍ଗ ଖାନ ଶାହାରୁଖ । ଗୌରି ସିନେ୍ଦଙ୍କ ଆଗାମୀ ଫିଲ୍ମରେ ଆଲିଆ ଓ ଶାହାରୁଖ ଏକାଠି ଅଭିନୟ କରିବାକୁ ଯାଉଛନ୍ତି  । ଫିଲ୍ମରେ ଆଲିଆଙ୍କ ଲଭ ଗୁରୁ ହେବେ ବାଦଶାହା ଖାନ୍ । ଶାହାରୁଖଙ୍କ ଠାରୁ ବୟସରେ ବେଶ କମ ଥିବା ଆଲିଆଙ୍କ ଅଭିନୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe