ଟିନ୍ ଏଜ ନାୟିକା ଆଲିଆ ଭଟ୍ଟଙ୍କ ସହ ରୋାମନ୍ସ କରିବେ କିଙ୍ଗ ଖାନ ଶାହାରୁଖ । ଗୌରି ସିନେ୍ଦଙ୍କ ଆଗାମୀ ଫିଲ୍ମରେ ଆଲିଆ ଓ ଶାହାରୁଖ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମରେ ଆଲିଆଙ୍କ ଲଭ ଗୁରୁ ହେବେ ବାଦଶାହା ଖାନ୍ । ଶାହାରୁଖଙ୍କ ଠାରୁ ବୟସରେ ବେଶ କମ ଥିବା ଆଲିଆଙ୍କ ଅଭିନୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଲଭ୍ ଗୁରୁ ଏସ୍ଆରକେ
/kanak/media/post_attachments/wp-content/uploads/2016/04/maxresdefault-1.jpg)