କନକ ବ୍ୟୁରୋ: ନିଜ ପ୍ରଶଂସକଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ । ଇନଷ୍ଟାଗ୍ରାମ ପୋଷ୍ଟରେ ନିଜ ପ୍ରେଗନାନ୍ସି ଖବର ଦେବା ସହ ଫଟୋ ବି ସେୟାର କରିଛନ୍ତି । ଏହାପରେ ତାଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ ।/kanak/media/post_attachments/wp-content/uploads/2022/06/44-11.jpg)
କପୁର ପରିବାରକୁ ଆସିବେ କୁନି ଅତିଥି । ଏନେଇ ଆଜି ଇନଷ୍ଟାଗ୍ରାମରେ ଖୁସି ଖବର ଦେଇଛନ୍ତି ଆଲିଆ । ଏହାପରେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏହାସହ ଇନଷ୍ଟାରେ ଆଲିଆ ଦୁଇଟି ସ୍ପେଶାଲ ଫଟୋ ମଧ୍ୟ ସେୟାର କରିଛନ୍ତି । ହସ୍ପିଟାଲ ବେଡରେ ତାଙ୍କ ସୋନୋଗ୍ରାଫି ହେଉଥିବାର ଫଟୋ ସେୟାର କରିଛନ୍ତି । ଏଥିରେ ସେ ବେଶ୍ ଖୁସି ନଜର ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/06/1111-1.jpg)