ଖିଲାଡି ବୟଙ୍କ ଆଗାମୀ ଫିଲ୍ମ “ନାମ୍ ଶବାନା’: ଅକ୍ଷୟଙ୍କ ଅପୋଜିଟରେ ନଜର ଆସିବେ ଅଭିନେତ୍ରୀ ତାପସି ପନୁ

13

ଖିଲାଡି ବୟ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ “ନାମ୍ ଶବାନା’ର ସୁଟିଙ୍ଗ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟରେ ବଙ୍ଗୀୟ ଅଭିନେତ୍ରୀ ତାପସି ପନୁ ନଜର ଆସିବେ । ଏହାର ସୁଟିଙ୍ଗ କାମ ମାଲେସିୟାରେ ଚାଲିଛି ଏବଂ ଏହା ଏକ ସକ୍ସସେସଫୁଲ ଫିଲ୍ମ ହେବ ବୋଲି ତାପସି କହିଛନ୍ତି । ଏହି ଫିଲ୍ମରେ ମନୋଜ ବାଜପେୟୀ ଏକ ଗୁରୁତପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ସୁଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.