ଖିଲାଡି ବୟ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ "ନାମ୍ ଶବାନା'ର ସୁଟିଙ୍ଗ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟରେ ବଙ୍ଗୀୟ ଅଭିନେତ୍ରୀ ତାପସି ପନୁ ନଜର ଆସିବେ । ଏହାର ସୁଟିଙ୍ଗ କାମ ମାଲେସିୟାରେ ଚାଲିଛି ଏବଂ ଏହା ଏକ ସକ୍ସସେସଫୁଲ ଫିଲ୍ମ ହେବ ବୋଲି ତାପସି କହିଛନ୍ତି । ଏହି ଫିଲ୍ମରେ ମନୋଜ ବାଜପେୟୀ ଏକ ଗୁରୁତପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ସୁଚନା ମିଳିଛି ।
ଖିଲାଡି ବୟଙ୍କ ଆଗାମୀ ଫିଲ୍ମ "ନାମ୍ ଶବାନା': ଅକ୍ଷୟଙ୍କ ଅପୋଜିଟରେ ନଜର ଆସିବେ ଅଭିନେତ୍ରୀ ତାପସି ପନୁ
/kanak/media/post_attachments/wp-content/uploads/2016/10/akshay-kumar-taapsee-pannu-naam-shabana.jpg)