କନକ ବ୍ୟୁରୋ: ଏନସିପି ନେତା ଅଜିତ ପାୱାର ଦକ୍ଷିଣ ମୁମ୍ବାଇରେ ନୂଆ ଦଳୀୟ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଏହା ମନ୍ତ୍ରାଳୟର ଠିକ୍ ସାମନାରେ ରହିଛି । ସେପଟେ ଏନସିପି କାର୍ଯ୍ୟାଳୟରେ ହଙ୍ଗାମା ମଧ୍ୟ ଦେଖିବାକୁ ମିଳିଛି ।
ବର୍ତ୍ତମାନ ମହାରାଷ୍ଟ୍ରର କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । ଅଜିତ ପାୱାରଙ୍କ ସହ ଶପଥ ନେଇଥିବା ସମସ୍ତ ୯ ମନ୍ତ୍ରୀ ବୈଠକରେ ଉପସ୍ଥିତ ରହିଛନ୍ତି । ବୈଠକ ଶେଷ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗର ବଣ୍ଟନ କରାଯିବ । ଏନେଇ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/ncp.jpg)