ଲକ୍ଷ୍ମୀପୁର ଖେରୀ ଆସନରୁ ପରାଜିତ ହେଲେ ବିଜେପିର ଦବଙ୍ଗ ନେତା ଅଜୟ ମିଶ୍ରା । ବିଜୟୀ ହେଲେ ସମାଜବାଦୀ ପାର୍ଟି ପ୍ରାର୍ଥୀ

94

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ହଟ୍ ସିଟ୍ କୁହାଯାଉଥିବା ଲକ୍ଷ୍ମୀପୁର ଖେରି ଆସନରୁ ବିଜେପି ସାଂସଦ ଅଜୟ ମିଶ୍ରା (ଟେନି) ପରାଜିତ ହୋଇଛନ୍ତି । ସମାଜବାଦୀ ପାର୍ଟି ପ୍ରାର୍ଥୀ ଉକ୍ରର୍ସ ବର୍ମା ତାଙ୍କୁ ପରାଜିତ କରିଛନ୍ତି । ଅଜୟ କୁମାରଙ୍କୁ ୫ ଲକ୍ଷ ୨୧ ହଜାର ଭୋଟ ପାଇଥିବା ବେଳେ ବିଜୟୀ ପ୍ରାର୍ଥୀ ଉକ୍ରର୍ସ ବର୍ମାଙ୍କୁ ୫ ଲକ୍ଷ ୫୫ ହଜାର ୨୭୭ ଖଣ୍ଡ ଭୋଟ ମିଳିଛି ।