ଭୁଶୁଡିଲା ନିର୍ମାଣାଧୀନ ଏୟାରଷ୍ଟ୍ରିପର କାନ୍ଥ, ୩ ଗୁରୁତର

ଭୁଶୁଡିଲା ନିର୍ମାଣାଧୀନ ଏୟାରଷ୍ଟ୍ରିପର କାନ୍ଥ, ୩ ଗୁରୁତର

କନକ ବ୍ୟୁରୋ: ମାଲକାନଗିରିରେ ନିର୍ମାଣାଧୀନ ଏୟାରଷ୍ଟ୍ରିପର କାନ୍ଥ ଭୁଶୁଡିଛି । କାନ୍ଥ ଭୁଶୁଡିରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାଳବୈଶାଖୀର ପ୍ରଭାବରେ ଏଭଳି ଘଟଣା ଘଟିଥିଲା । ଅପରାହ୍ଣରେ ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଘରର ଟିଣ ମଧ୍ୟ ଉଡିଯିବା ସହ ରାସ୍ତାଉପରେ ଗଛ ଭାଙ୍ଗିପଡିରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe