ମାଲକାନଗିରିରେ ପୁଣି ଭୁଷୁଡ଼ିଲା ଏୟାରପୋର୍ଟ ପାଚେରୀ । ଝଡ଼ ବର୍ଷାରେ ଭାଙ୍ଗି ପଡ଼ିଲା ୫୦ମିଟରରୁ ଅଧିକ କାନ୍ଥ ।

Advertisment
ମାଲକାନଗିରିରେ ପୁଣି ଭୁଷୁଡ଼ିଲା ଏୟାରପୋର୍ଟ ପାଚେରୀ । ଝଡ଼ ବର୍ଷାରେ ଭାଙ୍ଗି ପଡ଼ିଲା ୫୦ମିଟରରୁ ଅଧିକ କାନ୍ଥ ।

କନକ ବ୍ୟୁରୋ: ମାଲକାନଗିରିରେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଭୁଷୁଡ଼ି ପଡ଼ିଛି ଏୟାରପୋର୍ଟ କାନ୍ଥ । ୫୦ ମିଟରରୁ ଅଧିକ ଲମ୍ବର ପାଚେରୀ ଭୁଷୁଡ଼ିପଡ଼ିଛି । ନିର୍ମାଣ ସମୟରେ ମଧ୍ୟ ଏହି କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ପୁଣି ଥରେ କାନ୍ଥ ଭୁଷୁଡ଼ି ପଡ଼ିଥିବା ବେଳେ କାମର ମାନକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe