ଶିବସେନା ସାଂସଦଙ୍କୁ ବ୍ଲାକ ଲିଷ୍ଟେଡ୍ କଲା ଏୟାର ଇଣ୍ଡିଆ ! କର୍ମଚାରୀଙ୍କୁ ଚପଲରେ ପିଟିବା ପଡିଲା ମହଙ୍ଗା

Advertisment
ଶିବସେନା ସାଂସଦଙ୍କୁ ବ୍ଲାକ ଲିଷ୍ଟେଡ୍ କଲା ଏୟାର ଇଣ୍ଡିଆ ! କର୍ମଚାରୀଙ୍କୁ ଚପଲରେ ପିଟିବା ପଡିଲା ମହଙ୍ଗା

Photo Courtesy : http://i.ndtvimg.com

କନକ ବ୍ୟୁରୋ : ଶିବସେନା ସାଂସଦଙ୍କୁ ମହଙ୍ଗା ପଡିଲା ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଚପଲରେ ପିଟିବା । ଶିବସେନା ସାଂସଦ ରବୀନ୍ଦ୍ର ଗାଏକ୍ୱାଡ ଏବେ ଆଉ ଏୟାର ଇଣ୍ଡିଆରେ ବିମାନଯାତ୍ରା କରିପାରିପାରିବେନି । ତାଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇଛନ୍ତି ଏଫଆଇଏ ବା ଫେଡେରେସନ ଅଫ ଇଣ୍ଡିଆନ ଏୟାରଲାଇନ୍ସ ।

ଏୟାର ଇଣ୍ଡିଆ ପକ୍ଷରୁ ସାଂସଦଙ୍କ ନାଁରେ ୨ଟି ମାମଲା ରୁଜୁ ହୋଇଛି । ସେପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ସାଂସଦଙ୍କୁ ଘଟଣା ସମ୍ପର୍କରେ ଜବାବ ମାଗିଛନ୍ତି । ଗୁରୁବାର ଗାଏକ୍ୱାଡ ପୁଣେ ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ସମୟରେ ଏୟାରଲାଇନ ମ୍ୟାନେଜରକୁ ଚପଲରେ ମାରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe