କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ କମିଟିକୁ ଭଙ୍ଗ କଲା ଏଆଇସିସି। ଏଆଇସିସି ସଭାପତିଙ୍କ ଅନୁମୋଦନ ପରେ ସବୁ କମିଟିକୁ ଭଙ୍ଗ କରାଯାଇଛି । ପିସିସି ଓ କାର୍ଯ୍ୟକାରୀ କମିଟି ସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭଙ୍ଗାଯାଇଛି । ନୂଆ କମିଟି ଗଠନ ହେବା ଯାଏ ଜିଲ୍ଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି । ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି ।
ରାଜ୍ୟ କଂଗ୍ରେସ କମିଟିକୁ ଭଙ୍ଗ କଲା ଏଆଇସିସି: ପିସିସି ଓ କାର୍ଯ୍ୟକାରୀ କମିଟି ସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ଭଙ୍ଗ ନେଇ ଏଆଇସିସି ସଭାପତିଙ୍କ ଅନୁମୋଦନ
/kanak/media/post_attachments/wp-content/uploads/2024/07/1071823-congressbhawan.webp)