ପୁରୀରେ ଆହାର ଯୋଜନା ଶୁଭାରମ୍ଭ ବେଳେ ମନ୍ତ୍ରୀଙ୍କୁ କଂଗ୍ରେସର କଳାପତକା ପ୍ରଦର୍ଶନ:୪ ଗିରଫ, ୮ ଅଟକ

Advertisment
ପୁରୀରେ ଆହାର ଯୋଜନା ଶୁଭାରମ୍ଭ ବେଳେ ମନ୍ତ୍ରୀଙ୍କୁ କଂଗ୍ରେସର କଳାପତକା ପ୍ରଦର୍ଶନ:୪ ଗିରଫ, ୮ ଅଟକ

ପୁରୀରେ ଆହାର ଯୋଜନା ଶୁଭାରମ୍ଭକୁ କଂଗ୍ରେସର ବିରୋଧ । ମନ୍ତ୍ରୀ ସଂଜୟ ଦାସ ବର୍ମା ଓ ପ୍ରଦୀପ ମହାରଥୀ ଆହାର ଯୋଜନାର ଶୁଭାରମ୍ଭ କରିବାକୁ ଆସିଥିବା ବେଳେ କଂଗ୍ରେସ କର୍ମୀ ମାନେ ତାଙ୍କୁ  କଳା ପତକା ପ୍ରଦର୍ଶନ କରିଥିଲେ । ଏନେଇ ପୁଲିସ ୪ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ।  ଏହା ସହ ୮ ଜଣଙ୍କୁ ପୁଲିସ ଅଟକ ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe