ପୁରୀରେ ଆହାର ଯୋଜନା ଶୁଭାରମ୍ଭକୁ କଂଗ୍ରେସର ବିରୋଧ । ମନ୍ତ୍ରୀ ସଂଜୟ ଦାସ ବର୍ମା ଓ ପ୍ରଦୀପ ମହାରଥୀ ଆହାର ଯୋଜନାର ଶୁଭାରମ୍ଭ କରିବାକୁ ଆସିଥିବା ବେଳେ କଂଗ୍ରେସ କର୍ମୀ ମାନେ ତାଙ୍କୁ କଳା ପତକା ପ୍ରଦର୍ଶନ କରିଥିଲେ । ଏନେଇ ପୁଲିସ ୪ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି । ଏହା ସହ ୮ ଜଣଙ୍କୁ ପୁଲିସ ଅଟକ ରଖିଛି ।
ପୁରୀରେ ଆହାର ଯୋଜନା ଶୁଭାରମ୍ଭ ବେଳେ ମନ୍ତ୍ରୀଙ୍କୁ କଂଗ୍ରେସର କଳାପତକା ପ୍ରଦର୍ଶନ:୪ ଗିରଫ, ୮ ଅଟକ
/kanak/media/post_attachments/wp-content/uploads/2016/04/Puri-1.png)