ରଜକୁ ଆସିବ ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ ଫିଲ୍ମ ଅଗସ୍ତ୍ୟ । ଫିଲ୍ମର ସୁଟିଂ ଏବେ ଜୋର୍ ସୋର୍ରେ ଆଗେଇ ଚାଲିଛି । ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ସିନେମାରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ଝିଲିକ୍ । ତେବେ କିଛି ଦିନ ପୁର୍ବରୁ ଅଗସ୍ତ୍ୟର ସୁଟିଂ ସେଟରେ ଆହତ ହୋଇଥିଲେ ଅନୁଭବ । କିନ୍ତୁ ଏବେ ସୁସ୍ଥ ଅଛନ୍ତି ସୁପରଷ୍ଟାର୍ ଅନୁଭବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us