କନକ ବ୍ୟୁରୋ : ପାକ ଅଧିକୃତ କାଶ୍ମିରରେ ବଡ ଧରଣର ଏୟାର ଷ୍ଟ୍ରାଇକ । ପିଓକେରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ ଉପରେ ଏୟାରଷ୍ଟ୍ରାଇକ କଲା ଭାରତୀୟ ବାୟୁସେନା । ଏନେଇ ପିଟିଆଇ ପକ୍ଷରୁ ସୂଚନା ମିଳିଛି । ଆତଙ୍କୀ କ୍ୟାମ୍ପ ଧ୍ୱସଂବିଧ୍ୱସ୍ତ ହୋଇଯାଇଥିବା ସୂଚନା ମିଳିଛି । ତେବେ କେତେ ମାତ୍ରାରେ କ୍ଷତି ହୋଇଛି ତାହାର ସୂଚନା ଏଯାଏଁ ଆସିନାହିଁ ।
୨୦୧୯ରେ ମଧ୍ୟ ବାଲାକୋଟରେ ଏଭଳି ଏୟାରଷ୍ଟ୍ରାଇକ କରି ପାକିସ୍ତାନକୁ ମୁହଁ ତୋଡ ଜବାବ ଦେଇଥିଲା ଭାରତ । ଏଥିରେ ଆତଙ୍କୀ କ୍ୟାମ୍ପକୁ ଧ୍ୱସଂ କରିଦେଇଥିଲା ଭାରତୀୟ ବାୟୁ ସେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/18-24.jpg)