ମହିଳା କମିଶନରେ ହାଜର ହେଲେ ଅନୁଭବ । ବର୍ଷାଙ୍କ ପରେ ଫେରାଦ ହେଲେ ଅନୁଭବ, ବଢୁଛି ବର୍ଷା-ଅନୁଭବ ବିବାଦ

Advertisment
ମହିଳା କମିଶନରେ ହାଜର ହେଲେ ଅନୁଭବ । ବର୍ଷାଙ୍କ ପରେ ଫେରାଦ ହେଲେ ଅନୁଭବ, ବଢୁଛି ବର୍ଷା-ଅନୁଭବ ବିବାଦ
କନକ ବ୍ୟୁରୋ: ବଢ଼ିଲା ବର୍ଷା-ଅନୁଭବଙ୍କ ପାରିବାରିକ କଳହ ବିବାଦ । ମହିଳା କମିଶନରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । କିଛି ସମୟ ପୂର୍ବରୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଥିଲେ ।  ପାରିବାରିକ ବିବାଦକୁ ନେଇ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି । ଅନୁଭବଙ୍କ ବାପା ଓ ମାଆଙ୍କୁ ମଧ୍ୟ ମହିଳା କମିଶନରେ ହାଜର ପାଇଁ ନୋଟିସ ହୋଇଥିଲା । ଆଜି ହାଜର ହେବାକୁ ୩ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ୍ । କୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ଚାଲିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe