କନକବ୍ୟୁରୋ : ପ୍ରଥମେ ଗାଳି ପରେ ଆଲିଙ୍ଗନ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲକ୍ଷେ୍ନø ସୁପର ଜାଏଟଂସ ମାଲିକ ଓ ଅଧିନାୟକ କେଏଲ ରାହୁଲଙ୍କ ଏହି ଫଟୋ । ରାହୁଲଙ୍କ ପାଇଁ ନିଜ ଘରେ ସ୍ୱତନ୍ତ୍ର ରାତ୍ରୀଭୋଜନର ଆୟୋଜନ କରିବା ସହ ସଂଜୟ ଗୋଏଙ୍କା ତାଙ୍କୁ ପାଛୋଟି ନେବା ଏବଂ ଆଲିଙ୍ଗନ କରୁଥିବା ସମୟର ଫଟୋ ସାମ୍ନାକୁ ଆସିଛି । ମେ ୮ରେ ସନରାଇଜ ହାଇଦ୍ରାବାଦଠୁ ହାରିବା ପରେ କେଏଲ ରାହୁଲଙ୍କୁ ଗୋଏଙ୍କା ଗାଳି କରୁଥିବା ଭିଡିଓ ବେଶ ଭାଇରାଲ ହୋଇଥିଲା ।
ଯାହାକୁ ସୋସିଆଲ ମିଡିଆ ୟୁଜରର୍ସ ବିଶେଷ କରି ରାହୁଲଙ୍କ ପ୍ରଶଂସକ ଆଦୌ ପସନ୍ଦ କରିନଥିଲେ । ପରେ ଚର୍ଚ୍ଚା ହୋଇଥିଲା କି ହୁଏତ କେଏଲ ରାହୁଲ ଦଳ ଛାଡିପାରନ୍ତି କିମ୍ବା ଅଧିନାୟକ ପଦରୁ ତାଙ୍କୁ ବାହାର କରାଯାଇପାରେ । ତେବେ ସବୁ ଉଡା ଖବର ଉପରେ ବିରାମ ଲଗାଇଛି ଏହି ଫଟୋ । ସେଦିନ ଦଳର ଖରାପ ଫରଫରମାନ୍ସକୁ ନେଇ ରାଗି ଥିଲେ ମାଲିକ ସଂଜୟ ଗୋଏଙ୍କା ଓ ମ୍ୟାଚ ସରିବା ପରେ ପଡିଆ ଭିତରେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/32-10.jpg)