କନକ ବ୍ୟୁରୋ : ବିଜେଡିରେ ସାମିଲ ହେବା ପରେ ତାରା ତାରିଣୀ ପୀଠରେ ପହଁଚିଲେ ଭି.କେ ପାଣ୍ଡିଆନ୍ । ସେଠାରେ ପହଂଚିବା ପରେ ହଜାର ହଜାର ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ସେ ତାରାତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ତାଙ୍କୁ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ, ଆସ୍କା ସାଂସଦ ପ୍ରମିଳା ବିଷୋଇ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ସମତେ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।
ବିଜେଡ଼ିରେ ସାମିଲ ହେବା ପରେ ତାରାତାରିଣୀ ପୀଠରେ ଭି.କେ ପାଣ୍ଡିଆନ । ସକାଳେ ନବୀନ ନିବାସରେ ବିଧିବଦ୍ଧ ଭାବେ ଦଳରେ ହୋଇଥିଲେ ସାମିଲ
/kanak/media/post_attachments/wp-content/uploads/2023/11/4-41.jpg)