କନକ ବ୍ୟୁରୋ: ଚମ୍ପୁଆରୁ ବିଜେଡି ଟିକେଟ୍ ପାଇଲେ ଟାଣୁଆ ନେତା ସନାତନ ମହାକୁଡ । ଟିକେଟ୍ ମିଳିବା ପରେ ସେ କିଙ୍ଗ୍ ମେକର ନୁହେଁ ଏଥର କିଙ୍ଗ ହେବେ ବୋଲି କହିସାରିଛନ୍ତି । ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଚମ୍ପୁଆରୁ ନିର୍ବାଚିତ ହୋଇଥିଲେ ସନାତନ ମହାକୁଡ । କେନ୍ଦୁଝର ରାଜନୀତିରେ ତାଙ୍କର ରହିଛି ବେଶ୍ ପ୍ରଭାବ । ଆଉ ଏହା ଚଳିତ ନିର୍ବାଚନରେ ଏହା ପ୍ରତିଫଳିତ ହେବ ବୋଲି କୁହାଯାଉଛି ।
ସନାତନ ହେବେ ଗେମ୍ ଚେଞ୍ଜର
କେନ୍ଦୁଝର ରାଜନୀତିରେ ସନାଙ୍କର ରହିଛି ଦବଦବା
ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ହେଲେ ସନାତନ ମହାକୁଡ଼
ସନା କହିଲେ କିଙ୍ଗ ମେକର ନୁହେଁ, କିଙ୍ଗ ହେବି
ପାଟଣା, କେନ୍ଦୁଝର, ଘସିପୁରା, ତେଲକୋଇରେ ରହିଛି ସନାଙ୍କ ପ୍ରଭାବ
କେନ୍ଦୁଝରରେ ସକ୍ରିୟ ରହିଛି ସନାଙ୍କ ସେନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/04/14-18.jpg)