କନକ ବ୍ୟୁରୋ : ସମ୍ବଲପୁର ଅଇଁଠାପାଲି ବସ ଷ୍ଟାଣ୍ଡରେ ବସ ହେଲପରଙ୍କୁ ଛୁରାମାଡ । ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଏହାପରେ ବସ ସେବା ବନ୍ଦ ରହିଛି । ଗତକାଲି ବିଳମ୍ବିତ ରାତିରେ ଛୁରାମାଡ କରି ଫେରାର ମାରିଛନ୍ତି କିଛି ଦୁର୍ବୃତ । ଏହାର ପ୍ରତିବାଦରେ ସମ୍ବଲପୁରରେ ବନ୍ଦ ରହିଛି ସମସ୍ତ ଘରୋଇ ବସ୍ । ସୁରକ୍ଷା ଦାବିରେ ବନ୍ଦ ରହିଛି ବସ ସେବା । ତେବେ କେଉଁ କାରଣ ପାଇଁ ଦୁର୍ବୃତ ଜଣଙ୍କ ଆକ୍ରମଣର କଲେ ତାର କାରଣ ଅସ୍ପଷ୍ଟ ରହିଛି ।
ସମ୍ବଲପୁର ଅଇଁଠାପାଲି ବସ ଷ୍ଟାଣ୍ଡରେ ବସ ହେଲପରଙ୍କୁ ଛୁରାମାଡ ଘଟଣା । ପ୍ରତିବାଦରେ ସମ୍ବଲପୁରରେ ଘରୋଇ ବସ୍ ଚଳଚଳ ବନ୍ଦ
/kanak/media/post_attachments/wp-content/uploads/2024/05/12-29.jpg)