କନକ ବ୍ୟୁରୋ : ଓଡିଶାରୁ ବିଦାୟ ନେଇଛି ବାତ୍ୟା ଫୋନି, କିନ୍ତୁ ଚିହ୍ନ ଛାଡି ଯାଇଛି । ଏମିତି ଏକ ଅଭୁଲା ଦାଗ ଫୋନି ରାଜ୍ୟବାସୀଙ୍କ ମନରେ ଛାଡିଛି ଯାହା ସହଜରେ ଲିଭିବ ନାହିଁ । ପ୍ରଳୟଙ୍କାରୀ ଫୋନି ପାଇଁ ଶୂନଶାନ ହୋଇ ଯାଇଛି ଶ୍ରୀକ୍ଷେତ୍ର । କୋଳାହଳରେ କମ୍ପି ଉଠୁଥିବା ବଡଦାଣ୍ଡରେ ଶୁଭୁନି ଭକ୍ତଙ୍କ ସ୍ୱର । କିଛି ଘଣ୍ଟା ମଧ୍ୟରେ ଫୋନି ବଦଳାଇ ଦେଇଛି ପୁରୀର ଚିତ୍ର । ଆକାଶପଥରୁ ପୁରୀର ହୃଦୟବିଦାରକ ଚିତ୍ର ଦେଖିଲେ ଆପଣଙ୍କ ମନ ମଧ୍ୟ କାନ୍ଦି ଉଠିବ ।

Advertisment

ଆକାଶପଥରୁ ପୁରୀର ଚିତ୍ର

ଫୋନି ପ୍ରଭାବ : ଭାଙ୍ଗିଛି ଘର, ଶୋଇ ପଡିଛି ଗଛ

publive-image
ନିଶବ୍ଦ ପୁରୀ ସହର

publive-image
ଚାରିଆଡେ ପାଣି ମଝିରେ ଘର

publive-image
ଚାରିଆଡେ ଖାଲି ପାଣି ଆଉ ପାଣି

publive-image
ସବୁଜିମା ହରାଇଛି ପୁରୀ

publive-image