ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ଆଡଭାଇଜରି ଜାରି । ତୁରନ୍ତ ଖାରକିଭ୍ ଛାଡ଼ିବାକୁ କହିଲା ବିଦେଶ ମନ୍ତ୍ରାଳୟ ।

ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ଆଡଭାଇଜରି ଜାରି । ତୁରନ୍ତ ଖାରକିଭ୍ ଛାଡ଼ିବାକୁ କହିଲା ବିଦେଶ ମନ୍ତ୍ରାଳୟ ।

କନକ ବ୍ୟୁରୋ : ଭାରତୀୟଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆଡଭାଇଜରି । ବୈଦେଶିକ ମନ୍ତ୍ରାଳୟ ଜରୁରୀକାଳୀନ ଆଡଭାଇଜରି ଜାରି କରିଛି । ତତ୍କାଳ ଖାରକିଭ୍ ଛାଡ଼ିବାକୁ କହିଲା ବିଦେଶ ମନ୍ତ୍ରାଳୟ । ଏମଇଏ ପକ୍ଷରୁ କୁହାଯାଇଛି ଯେ, ଅତିଶୀଘ୍ର ଖାରକିଭ୍ ଛାଡ଼ିଦିଅନ୍ତୁ ଭାରତୀୟ । ଖାରକିଭ୍ ଛାଡି ପେସୋଚୀନ୍, ବାବାଏ ପହଞ୍ଚିବାକୁ ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ବେଜିଲୁଡୋବାକାରେ ଭାରତୀୟ ନାଗରିକଙ୍କୁ ପହଞ୍ଚିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe