ଆଦିତ୍ୟ ଦାସଙ୍କ ମୃତ୍ୟୁ ପ୍ରସଙ୍ଗ : ବିସ୍ମିତଙ୍କୁ ଗିରଫ କରିବା ପାଇଁ ଦାବି କଲେ ଆଦିତ୍ୟଙ୍କ ଓକିଲ

1,656

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଖୋଳତାଡ଼ କରୁଥିବା ବେଳେ ଏଯାଏ ମୃତ୍ୟର କାରଣ ସ୍ପଷ୍ଟ ହୋଇପାରିନାହିଁ । ତେବେ ବିସ୍ମିତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଆଦିତ୍ୟଙ୍କ ଓକିଲ । ନିଜକୁ କ୍ରାଇମବ୍ରାଂଚ ଅଫିସର କରି ତଦନ୍ତ ବିସ୍ମିତ ଦିଗହରା କରୁଛନ୍ତି ।

ଜଣେ ଯୁବତୀଙ୍କୁ ପାଗେଳି କହିବା ନେଇ ଆଇପିସିର ଧାରା ୪୨୦ରେ ଗିରଫ କରିବାକୁ ଦାବି କରିଛନ୍ତି । ଏନେଇ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି ।

Comments are closed.