କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଖୋଳତାଡ଼ କରୁଥିବା ବେଳେ ଏଯାଏ ମୃତ୍ୟର କାରଣ ସ୍ପଷ୍ଟ ହୋଇପାରିନାହିଁ । ତେବେ ବିସ୍ମିତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଆଦିତ୍ୟଙ୍କ ଓକିଲ । ନିଜକୁ କ୍ରାଇମବ୍ରାଂଚ ଅଫିସର କରି ତଦନ୍ତ ବିସ୍ମିତ ଦିଗହରା କରୁଛନ୍ତି ।
ଜଣେ ଯୁବତୀଙ୍କୁ ପାଗେଳି କହିବା ନେଇ ଆଇପିସିର ଧାରା ୪୨୦ରେ ଗିରଫ କରିବାକୁ ଦାବି କରିଛନ୍ତି । ଏନେଇ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/32-2.jpg)