କନକ ବ୍ୟୁରୋ: ପ୍ରମିଳା ମଲ୍ଲିକଙ୍କୁ ୨ ବିଭାଗର ଦାୟିତ୍ୱ । ୨ଟି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା । ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱରେ ରହିବେ ପ୍ରମିଳା ମଲ୍ଲିକ । ଗତକାଲି ଇସ୍ତଫା ଦେଇଥିଲେ ଉଭୟ ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରୀକାନ୍ତ ସାହୁ । ଇସ୍ତଫା ପରେ ଖାଲିପଡିଥିଲା ବିଭାଗ ।
ପ୍ରମିଳା ମଲ୍ଲିକଙ୍କୁ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ। ତୁଲାଇବେ ଗଣଶିକ୍ଷା, ଶ୍ରମ ବିଭାଗ ଦାୟିତ୍ୱ
/kanak/media/post_attachments/wp-content/uploads/2023/05/PRAMILA-MALLICK.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)