ଫେସବୁକରେ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ବର୍ଷା। କହିଲେ, ଷଡଯନ୍ତ୍ର କରି ମୋ ସ୍ୱର ଚାପିବାକୁ ଚେଷ୍ଟା ହେଉଛି।  

ଫେସବୁକରେ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ବର୍ଷା। କହିଲେ, ଷଡଯନ୍ତ୍ର କରି ମୋ ସ୍ୱର ଚାପିବାକୁ ଚେଷ୍ଟା ହେଉଛି।  

କନକ ବ୍ୟୁରୋ: ଠକେଇ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରତିକ୍ରିୟା ରଖିଛନ୍ତି । ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା । ସେ ଲେଖିଛନ୍ତି, ୨୦୨୦ ପରଠୁ ମୋ ନାଁରେ ଅନେକ ମିଥ୍ୟା ମାମଲା ହେଉଛି ।  ଷଡଯନ୍ତ୍ର କରି ମୋ ସ୍ୱର ଚାପିବାକୁ ଚେଷ୍ଟା ହେଉଛି  । ସତ୍ୟତା ନଥାଇ ମୋ ନାଁରେ ଖବର ପ୍ରସାରଣ ହେଉଛି । ଏଭଳି କରିବା ଦୁର୍ଭାଗ୍ୟଜନକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe