ପ୍ରିୟଙ୍କାଙ୍କୁ ମା’ମଧୁ ଚୋପ୍ରାଙ୍କ ତାରିଫ୍

ପ୍ରିୟଙ୍କାଙ୍କୁ ମା’ମଧୁ ଚୋପ୍ରାଙ୍କ ତାରିଫ୍

source-inshort

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମା’ମଧୁ ଚୋପ୍ରା ଖୁବ୍ ତାରିଫ୍ କରିଛନ୍ତି ନିଜ ଝିଅକୁ । କହିଛନ୍ତି ପ୍ରିୟଙ୍କା ଯେଉଁ କାମରେ ହାତ ଦିଅନ୍ତି ତା’କୁ ନିଜର କ୍ଷମତାର ସହ ଭଲ କରି ଦେଖାଇଥା’ନ୍ତି । ଖୁବ୍ ଦୃଢ ମନୋବଳ ପ୍ରିୟଙ୍କାଙ୍କର ।

ପ୍ରିୟଙ୍କା ଜଣେ ଭଲ ଲେଖିକା । ଯିଏ ପିଲାଦିନୁ ଅନେକ ଭାଷା ଶିଖିଛନ୍ତି ଏବଂ ତାଙ୍କ ଲାଇବ୍ରେରୀରେ ପାଖାପାଖି ୮ହଜାର ବହି ରହିଛି । ନିଜ ମା’ଙ୍କର ଏ ପ୍ରଶଂସାରେ ପ୍ରିୟଙ୍କା ଖୁବ୍ ଖୁସି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe