ଫିଲ୍ମ ‘ବାହୁବଲୀ ’ସିରିଜରେ ଖୁବ୍ ଉତ୍ସାହିତ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଯଦି ‘ବାହୁବଲୀ ୩’ କେବେ ତିଆରି ହୁଏ । ନିର୍ଦେଶକ ଏସ୍ ଏସ୍ ରାଜାମୈାଲୀ ଏଥିପାଇଁ ତାଙ୍କୁ ଅଭିନୟ ପାଇଁ ସୁଯୋଗ ଦିଅନ୍ତି । ସେ ଏହାକୁ ହାତଛଡା କରିବେ ନାହିଁ । ଏଥିପାଇଁ ସବୁକିଛି ଛାଡି ଦେବାକୁ ପ୍ରସ୍ତୁତ ବୋଲି କୁହିଛନ୍ତି କାଜଲ ।
କାଜଲ କହିଛନ୍ତି ସେ ବାହୁବଲୀ ଫିଲ୍ମକୁ ନେଇ ଖୁବ୍ ଗର୍ବ କରନ୍ତି । ଏହା ଏକ ବିଶ୍ୱ ସ୍ତରୀୟ ଫିଲ୍ମ ଅଟେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/kajo.jpg)