ଚଳିତ ନିର୍ବାଚନ ୨୦୧୯ ରେ ଓଡ଼ିଶା ରାଜନୀତିକୁ ଓଲିଉଡ୍ ଅଭିନେତା ଏବଂ ଅଭିନେତ୍ରୀଙ୍କ ଜୋରଦାର୍ ପ୍ରବେଶ ହୋଇଥିଲେ ବି ଏଥର ଦଳୀୟ ଟିକେଟ୍ ପାଇଥିଲେ ମାତ୍ର ୩ ଜଣ କଳାକାର ।

Advertisment

publive-image

ବିଜେଡିରୁ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଟିକେଟ୍ ପାଇଥିଲା ବେଳେ ବିଜେପିରୁ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଏବଂ ଅଭିନେତ୍ରୀ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ।

publive-image

ତେବେ ବହୁମତ ସହ ଅନୁଭବ ମହାନ୍ତି ବିଜୟୀ ହୋଇଥିଲା ବେଳେ ଦୁଇ ଜଣ ଯାକ ଅଭିନେତ୍ରୀ କିନ୍ତୁ ପରାଜୟର ସାମ୍ନା କରିଛନ୍ତି ।