ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମିଳିଲା ଆର୍ମସ ଲାଇସେନ୍ସ : ନିକଟରେ ବଲିଉଡ଼ ଭାଇଜାନଙ୍କୁ ମିଳିଥିଲା ଧମକପୂର୍ଣ୍ଣ ଚିଠି

Advertisment
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମିଳିଲା ଆର୍ମସ ଲାଇସେନ୍ସ : ନିକଟରେ ବଲିଉଡ଼ ଭାଇଜାନଙ୍କୁ ମିଳିଥିଲା ଧମକପୂର୍ଣ୍ଣ ଚିଠି

କନକ ବ୍ୟୁରୋ : ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ରଖିବାକୁ ମିଳିଲା ଅନୁମତି । ନିଜ ସୁରକ୍ଷା ପାଇଁ ଆର୍ମ ଲାଇସେନ୍ସ ଆବେଦନ କରିଥିଲେ ଭାଇଜାନ୍ । ବନ୍ଧୁକ ରଖିବାକୁ ଅନୁମତି ଦେଇଛି ମୁମ୍ବାଇ ପୋଲିସ । କିଛି ଦିନ ତଳେ ସଲମାନଙ୍କ ବାପା ସଲିମ୍ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଥିଲା ।

ପରେ ସୁରକ୍ଷା ପାଇଁ ଆବେଦନ କରିଥିଲେ ସଲମାନ । ଗତମାସରେ ମୁମ୍ବାଇ ପୋଲିସ କମିଶନର ବିବେକ ଫନସଲକରଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ । ପରେ ଲାଇସେନ୍ସ ଦେବା ଲାଗି ପୋଲିସ ପକ୍ଷରୁ ଆବଶ୍ୟକୀୟ ଯାଂଚ କରାଯାଇଥିଲା । ଶେଷରେ ତାଙ୍କୁ ଲାଇସେନ୍ସ ପାଇଁ ଅନୁମତି ମିଳିଛି । ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ହତ୍ୟା ଧମକ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe