କନକ ବ୍ୟୁରୋ: ପୁଣି ଥରେ ବିବାଦରେ ଅଭିନେତା ପ୍ରକାଶ ରାଜ । ବିଜେପି ଅବକି ବାର ୪ଶହ ପାର ସ୍ଲୋଗାନକୁ କଟାକ୍ଷ କରିବା ସହ ପ୍ରକାଶ ରାଜ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ପ୍ରକାଶ ରାଜ କହିଛନ୍ତି ଯେଉଁମାନେ ଚାରଶୋ ବିସ ସେମାନେ ୪ଶହ ଆସନ ଜିତିବା କଥା ବଡ ଦମ୍ଭୋକ୍ତିର ସହ କହୁଛନ୍ତି । ଏହା ବେଶ ହାସ୍ୟସ୍ପଦ । ଏଥିସହ ଅଭିନେତା କହିଥିଲେ ସେ ଯେକୌଣସି ଦଳ ହେଉ ୪ଶହ ଆସନ ଦଖଲ କରିବା ପାଇଁ ଯେଉଁ ଦୃଢୋକ୍ତି ପ୍ରକାଶ କରୁଛନ୍ତି ତାହା ଅସମ୍ଭବ । ଏହା ରାଜନୈତିକ ଦଳମାନଙ୍କର ଅଂହକାରକୁ ଦର୍ଶାଉଛି ।
ବୟାନ ପାଇଁ ପୁଣି ବିବାଦରେ ଅଭିନେତା ପ୍ରକାଶ ରାଜ: ବିଜେପିର ଅବ କି ବାର ୪୦୦ ପାର ସ୍ଲୋଗାନକୁ କଟାକ୍ଷ କରି ଦେଲେ ଆପତିଜନକ ଟିପ୍ପଣୀ
/kanak/media/post_attachments/wp-content/uploads/2024/03/27-18.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)