କନକ ବ୍ୟୁରୋ: ବଲିଉଡ ଅଭିନେତା ବାବୁସାନଙ୍କ କ୍ୟାଲେଣ୍ଡର ଦି ଜେନେରେସନ ଅଫ ଟୁମାରୋ ଉନ୍ମୋଚିତ ହୋଇଯାଇଛି । ଛୋଟ ଛୋଟ ପିଲାଙ୍କ ବାବୁସାନଙ୍କ ଫୋଟୋ ଦେଖିବାକୁ ମିଳିଛି । ପିଲାଙ୍କ ସହ ଫୁଟବଲ, କ୍ରିକେଟ, କ୍ୟାରେମ ଖେଳୁଥିବା ଫଟୋଗୁଡାକ କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠାରେ ରହିଛି । ଭୁବନେଶ୍ୱର ପ୍ରେସକ୍ଲବରେ ସିଗନେଚର ୨୪ ପ୍ରଡକ୍ସନ ଓ ବାବୁସାନ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି କ୍ୟାଲେଣ୍ଡରକୁ ଉନ୍ମୋଚିତ କରାଯାଇଛି । ପ୍ରଥମେ ଏହାର ଡିଜିଟାଲ ଲଂଚ ବାବୁସାନଙ୍କ ବାପା ଉତମ ମହାନ୍ତି ଓ ମାଆ ଅପରାଜିତା ମହାନ୍ତି କରିଥିଲେ ।
ବାବୁସାନଙ୍କ କ୍ୟାଲେଣ୍ଡର ଉନ୍ମୋଚିତ । କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠାରେ ସ୍ଥାନ ପାଇଛି ପିଲାଙ୍କ ସହ ଫୁଟବଲ, କ୍ରିକେଟ୍, କ୍ୟାରମ ଖେଳୁଥିବା ଫଟୋ
/kanak/media/post_attachments/wp-content/uploads/2021/01/vlcsnap-2021-01-03-08h05m56s38.png)