ରଣବୀର ସିଂହ ଜଣେ ଭଲ ଅଭିନେତା : ଅର୍ଜୁନ ରାମପାଲ

ରଣବୀର ସିଂହ ଜଣେ ଭଲ ଅଭିନେତା : ଅର୍ଜୁନ ରାମପାଲ

ଅଭିନେତା ଅର୍ଜୁନ ରାମପାଲ ଏବେ ଖୁବ୍ ପ୍ରଶଂସା କରିଛନ୍ତି ରଣବୀର ସିଂହଙ୍କୁ । ଯୁବ ଅଭିନେତାଙ୍କ ମଧ୍ୟରେ ରଣବୀର ଦେଖିବାକୁ ବହୁତ ଭଲ ଲାଗନ୍ତି । ସେ ଜଣେ ମଜାଦାର ଓ ଭଲ ଅଭିନେତା ବୋଲି କହିଛନ୍ତି ଏହି ଟ୍ୟାଲେଟେଂଡ ଆକ୍ଟର ଅର୍ଜୁନ ।
ଅର୍ଜୁନ ଆହୁରି ମଧ୍ୟ କହିଛନ୍ତି ଆଲିଆ ଭଟ୍ଟ ,ଶ୍ରଦ୍ଧା କପୁର ଓ ବରୁଣ ଧବନ ମଧ୍ୟ ତାଙ୍କ ପସନ୍ଦର କଳାକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe