ଫଳ ଶୂନ ଥିବା +୨ ବିଜ୍ଞାନ କଲେଜ ଉପରେ କଡା କାର୍ଯ୍ୟନୁଷ୍ଠାନ । ୬ଟି କଲେଜରେ ନାମଲେଖା ବନ୍ଦ, ୩ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍ ।

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଫଳ । ଅପରାହ୍ଣ ୪ଟାରେ ଫଳ ପ୍ରକାଶ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କନକ ବ୍ୟୁରୋ : +୨ ବିଜ୍ଞାନ ପରୀକ୍ଷା ଫଳାଫଳ ପରେ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଫଳ ଶୂନ ଥିବା +୨ ବିଜ୍ଞାନ କଲେଜ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ୯ଟି କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ । ୬ଟି କଲେଜରେ ନାମଲେଖା ବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ସେହିପରି ଅନ୍ୟ ୩ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe