ଲମ୍ବା ଛୁଟିରେ ଗଲେ ଏସିଏସ ପ୍ରଦୀପ୍ତ ମହାପାତ୍ର: ଏସିଏସ ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ଲମ୍ବା ଛୁଟିରେ ଗଲେ ଏସିଏସ ପ୍ରଦୀପ୍ତ ମହାପାତ୍ର: ଏସିଏସ ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

କନକ ବ୍ୟୁରୋ: ଲମ୍ବା ଛୁଟିରେ ଗଲେ ଏସିଏସ ପ୍ରଦୀପ୍ତ ମହାପାତ୍ର । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନେଲେ ଛୁଟି । ୨୮ ଦିନ ପାଇଁ ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର । ଏସିଏସ ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ପାୱାର କରିଡରରେ ଛୋଟିଆ ଅଦଳ ବଦଳ ହୋଇଛି । ତୃତୀୟ ଲହରକୁ କେମିତି ମୁକାବିଲା କରିହେବ ସେ ସମୟରେ ପ୍ରଦୀପ୍ତ ମହାପାତ୍ର ବେଶ ସକ୍ରିୟ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe