କନକ ବ୍ୟୁରୋ: ଲମ୍ବା ଛୁଟିରେ ଗଲେ ଏସିଏସ ପ୍ରଦୀପ୍ତ ମହାପାତ୍ର । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନେଲେ ଛୁଟି । ୨୮ ଦିନ ପାଇଁ ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର । ଏସିଏସ ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ପାୱାର କରିଡରରେ ଛୋଟିଆ ଅଦଳ ବଦଳ ହୋଇଛି । ତୃତୀୟ ଲହରକୁ କେମିତି ମୁକାବିଲା କରିହେବ ସେ ସମୟରେ ପ୍ରଦୀପ୍ତ ମହାପାତ୍ର ବେଶ ସକ୍ରିୟ ରହିଥିଲେ ।
ଲମ୍ବା ଛୁଟିରେ ଗଲେ ଏସିଏସ ପ୍ରଦୀପ୍ତ ମହାପାତ୍ର: ଏସିଏସ ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ
/kanak/media/post_attachments/wp-content/uploads/2021/09/P-K-Mohaptra.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)