ବାଲେଶ୍ୱରର ଭୋଗରାଇରେ ଅଭାବନୀୟ ଘଟଣା ! ଯୌତୁକ ପାଇଁ ବୋହୂକୁ ଶାଶୂର ଏସିଡ ମାଡ଼

ବାଲେଶ୍ୱରର ଭୋଗରାଇରେ ଅଭାବନୀୟ ଘଟଣା ! ଯୌତୁକ ପାଇଁ ବୋହୂକୁ ଶାଶୂର ଏସିଡ ମାଡ଼

କନକ ବ୍ୟୁରୋ : ଯୌତୁକ ପାଇଁ ଏସିଡ ମାଡ଼ । ଶାଶୂର ଏସିଡ ମାଡ଼ରେ ବୋହୂ ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱରର ଭୋଗରାଇ ଅଂଚଳରୁ । ଯୌତୁକ ଦାବି କରି ବୋହୂକୁ ଶାଶୂ ଏସିଡ ମାଡ଼ କରିଥିବା ଝିଅ ଘରଲୋକେ ଅଭିଯୋଗ ଆଣିିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe