ବାଲେଶ୍ୱରର ଭୋଗରାଇରେ ଅଭାବନୀୟ ଘଟଣା ! ଯୌତୁକ ପାଇଁ ବୋହୂକୁ ଶାଶୂର ଏସିଡ ମାଡ଼

22

କନକ ବ୍ୟୁରୋ : ଯୌତୁକ ପାଇଁ ଏସିଡ ମାଡ଼ । ଶାଶୂର ଏସିଡ ମାଡ଼ରେ ବୋହୂ ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱରର ଭୋଗରାଇ ଅଂଚଳରୁ । ଯୌତୁକ ଦାବି କରି ବୋହୂକୁ ଶାଶୂ ଏସିଡ ମାଡ଼ କରିଥିବା ଝିଅ ଘରଲୋକେ ଅଭିଯୋଗ ଆଣିିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.