ରାଜଧାନୀ ରାଜରାସ୍ତାରେ ଏସିଡ୍ ପୀଡିତା । ନ୍ୟାୟ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡିତାଙ୍କ ନିରବ ପ୍ରତିବାଦ

ରାଜଧାନୀ ରାଜରାସ୍ତାରେ ଏସିଡ୍ ପୀଡିତା । ନ୍ୟାୟ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡିତାଙ୍କ ନିରବ ପ୍ରତିବାଦ

କନକ ବ୍ୟୁରୋ : ନ୍ୟାୟ ଦାବିରେ ରାଜଧାନୀର ରାଜରାସ୍ତାରେ ଏସିଡ୍ ପୀଡିତା । ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡିତାଙ୍କ ନୀରବ ପ୍ରତିବାଦ । କିଏ ପାରିବାରିକ ହିଂସାର ଶିକାର ହୋଇଛି ତ ଆଉ କିଏ ନିଶା ବିରୋଧରେ ସ୍ୱର ଉଠାଇ ଦୁର୍ବୃତଙ୍କ ଆକ୍ରୋଷର ଶିକାର ହୋଇଛନ୍ତି । ଏସିଡ୍ ମାଡ କରି ଦୁର୍ବୃତ ଫେରାର ଥିବାବେଳେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଏସିଡ୍ ପୀଡିତା । ବନ୍ଦ ହୋଇ ପଡିଥିବା ମାମଲାର ଯାଂଚ କରିବାକୁ ଦାବି କରିଛି ଛାଓ ଫାଉଣ୍ଡେସନ୍ । ଏହାସହ ଗତ ୧ ତାରିଖରେ ଗ୍ରେଟର ନଏଡାରେ ଘଟିଥିବା ଏସିଡ୍ ଆକ୍ରମଣକୁ ନିନ୍ଦା କରିଛି ଛାଓଁ ଫାଉଁଣ୍ଡେସନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe