ଫୁଲବାଣୀ : ଫୁଲବାଣୀ ଫିରିଙ୍ଗିଆରେ ସ୍ତ୍ରୀ ଉପରକୁ ଏସିଡ୍ ଫିଙ୍ଗିଲା ସ୍ୱାମୀ । ସ୍ତ୍ରୀ ଗୁରତର ଅବସ୍ଥାରେ ମେଡିକାଲରେ ଭର୍ତି । ପ୍ରଥମେ ଫିରିଙ୍ଗିଆ ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣକ ହେବାରୁ ମହିଳାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି ।
ସ୍ୱାମୀ ଥୋମାସ ଦିଘାଲ ଫେରାର । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଏସିଡ ଫିଙ୍ଗିଛି । ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗତକାଲି ଉଭୟଙ୍କ ମଧ୍ୟରେ କଳି ହୋଇଥିଲା । ସ୍ତ୍ରୀ ଶୋଇଥିବା ଅବସ୍ଥାରେ ଏସିଡ ଫିଙ୍ଗିଛି ସ୍ୱାମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-06-10h09m12s330.png)