ଗଜପତି ଏସସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତନାଘନା । ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିିଲା ପାରଳାଖେମୁଣ୍ଡି ପୋଲିସ

283

କନକ ବ୍ୟୁରୋ: ଗଜପତି ଏସସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତନାଘନା ଜାରି ରଖିଛି ପୋଲିସ । ଏନେଇ ଆଜି ଅଧିକ ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସ । ବିଦ୍ୟାଭାରତୀ ପଢ଼ୁଥିବା ପ୍ରାଣୀଧନ ସ୍କୁଲରେ ପହଞ୍ଚିି ଛାନଭିନ ଚଳାଇଛନ୍ତି ୫ଜଣିଆ ଟିମ୍ । ସେଠାରେ ବ୍ୟାଚଲର ପାର୍ଟି ନେଇ ଖୋଳତାଡ଼ କରିବ ପୋଲିସ । ସୌମ୍ୟଙ୍କ ମୃତ୍ୟୁ ପରେ ପରିବାର ଲୋକେ ବିଦ୍ୟାଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ଯାହାର ସତ୍ୟାସତ ଜାଣିବାକୁ ବଲାଙ୍ଗୀରରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ପାରଳାଖେମୁଣ୍ଡି ପୋଲିସ ।