ପୁଣି ରାଉରକେଲାରୁ ଆସିଲା ବଡ ଧରଣର ଜିଏସଟି ଠକେଇ ଅଭିଯୋଗ । ନକଲି କମ୍ପାନୀ ଖୋଲି ଜାଲ୍ ଆକାଉଂଟ ମାଧ୍ୟମରେ ୧୨ କୋଟି ଟଙ୍କାର ହଡପ । ପୂର୍ବରୁ ବି ଧରାପଡିଛି ଅନେକ ଠକ ।

Advertisment
ପୁଣି ରାଉରକେଲାରୁ ଆସିଲା ବଡ ଧରଣର ଜିଏସଟି ଠକେଇ ଅଭିଯୋଗ । ନକଲି କମ୍ପାନୀ ଖୋଲି ଜାଲ୍ ଆକାଉଂଟ ମାଧ୍ୟମରେ ୧୨ କୋଟି ଟଙ୍କାର ହଡପ । ପୂର୍ବରୁ ବି ଧରାପଡିଛି ଅନେକ ଠକ ।

କନକ ବ୍ୟୁରୋ : ପୁଣି ରାଉରକେଲାରୁ ଆସିଲା ବଡ ଧରଣର ଜିଏସଟି ଠକେଇ ଅଭିଯୋଗ । ଠିକା ଶ୍ରମିକଙ୍କ ନାଁରେ ନକଲି କମ୍ପାନୀ ଖୋଲି ଜାଲ୍ ଆକାଉଂଟ ମାଧ୍ୟମରେ ୧୨ କୋଟି ଟଙ୍କାର ହଡପ ଘଟଣାର ପର୍ଦ୍ଦାଫାସ କରିଛି ଜିଏସଟି ଗୁଇନ୍ଦା ବିଭାଗ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଗୁଇନ୍ଦା ବିଭାଗ ।

ପୂର୍ବରୁ ବି ରାଉରକେଲାରୁ ଏମିତି ଅନେକ ମାମଲା ଧରାପଡିଛି । ଜିଏସଟି ଠକେଇ ଅଭିଯୋଗରେ ସଂପୃକ୍ତ ଠକ ଓ ବ୍ୟବସାୟୀ ଗିରଫ ହୋଇଛନ୍ତି । ଏବେ ସୁଦ୍ଧା ପ୍ରାୟ ୧୫ଶହ କୋଟିରୁ ଅଧିକ ଠକେଇ ଖବର ସାମ୍ନାକୁ ଆସି ସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe